ମୁକ୍ତି ପଞ୍ଜର Mukti pañjara

  • ଦେ. ବି. — ବ୍ରତ ବିଶେଷ — Name of religious observance
  • ଦେ. ବି. — [ଦ୍ର—ସମ୍ବତ୍ସରର ଆଦ୍ୟ ଦିନ ଫାଲ୍ଗୁନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ପ୍ରତିମାସର ପ୍ରଥମ ଦିନ ଶ୍ରୀ ଭଗବାନଙ୍କର ଦ୍ୱାଦଶନାମାନୁସାରେ ଦ୍ୱାଦଶ ମୂର୍ତ୍ତି ନିର୍ମାଣ କରି ଭକ୍ତମାନେ ଓ ସାମ୍ବତ୍ସରିକ ବ୍ରତ ଅନୁଷ୍ଠାନ କରନ୍ତି। ମଦନମୋହନ.ତୀର୍ଥଦର୍ଶନ 5 ମ।] — [ଦ୍ର—ସମ୍ବତ୍ସରର ଆଦ୍ୟ ଦିନ ଫାଲ୍ଗୁନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ପ୍ରତିମାସର ପ୍ରଥମ ଦିନ ଶ୍ରୀ ଭଗବାନଙ୍କର ଦ୍ୱାଦଶନାମାନୁସାରେ ଦ୍ୱାଦଶ ମୂର୍ତ୍ତି ନିର୍ମାଣ କରି ଭକ୍ତମାନେ ଓ ସାମ୍ବତ୍ସରିକ ବ୍ରତ ଅନୁଷ୍ଠାନ କରନ୍ତି ମଦନମୋହନ.ତୀର୍ଥଦର୍ଶନ5ମ]