ମୁକ୍ତି କଇବଲ୍ୟ Mukti kaibalya

  • ଗ୍ରା. ବି (ସଂ. ମୁକ୍ତିକୈବଲ୍ୟ) — କୈବଲ୍ୟ ମୁକ୍ତି — Final beatitude attained by the human soul
  • ଗ୍ରା. ବି (ସଂ. ମୁକ୍ତିକୈବଲ୍ୟ) — (ଉ— ତୋହର ଅଙ୍ଗ ଲାଗି ତୁଲ, ଭୋଗ ସେ ମୁକ୍ତି କଇବଲ—ଯଶୋବନ୍ତ. ପ୍ରେମଭକ୍ତି ବ୍ରହ୍ମଗୀତା।)