ମୁକ୍ତାର୍ Muktār

  • ବୈଦେ. ବି (ଆ. ମୁଖ୍ତାର୍) — ଅଦାଲତରେ ମକଦ୍ଦମାରେ ଯାବତୀୟ କାର୍ଯ୍ୟ କରିବା ପାଇଁ ପକ୍ଷମାନଙ୍କ ପ୍ରତିନିଧି — A representative of a party in a court
  • ବୈଦେ. ବି (ଆ. ମୁଖ୍ତାର୍) — ନିମ୍ନଶ୍ରେଣୀର ଆଇନ୍ ବ୍ଯବସାୟୀ — A lawyer of the lowest grade
  • ବୈଦେ. ବି (ଆ. ମୁଖ୍ତାର୍) — କ୍ଷମତାପ୍ରାପ୍ତ କାରପରଦାଜ୍; ଏଜେଣ୍ଟ୍ — Authorised agent
  • ବୈଦେ. ବି (ଆ. ମୁଖ୍ତାର୍) — [ଦ୍ର—ସାଧାରଣତଃ ସମସ୍ତ କାର୍ଯ୍ୟ କରିବା ପାଇଁ କ୍ଷମତାପ୍ରାପ୍ତ ବ୍ଯକ୍ତିକୁ ଆମ୍— ମୁକ୍ତାର ଓ କାର୍ଯ୍ୟବିଶେଷ କରିବା ପାଇଁ କ୍ଷମତାପ୍ରାପ୍ତ ବ୍ଯକ୍ତିକୁ ଖାସ୍ ମୁକ୍ତାର ବୋଲାଯାଏ।]