ମୁକ୍ତାବଳି Muktābaḻi

  • ସଂ. ବି ( 6 ଷ୍ଠୀ ତତ୍; ମୁକ୍ତାର ଆବଳି) — ମୁକ୍ତାସମୂହ — A collection of pearls
  • ସଂ. ବି ( 6 ଷ୍ଠୀ ତତ୍; ମୁକ୍ତାର ଆବଳି) — ମୁକ୍ତାର ମାଳା — A string of pearls