ମୁକ୍ତାବର୍ଚ୍ଚାଃ Mukṭābarchchāḥ

  • ସଂ. ବି — ମୂଷାକାନୀ; ସ୍ମହୀଆଦି ବର୍ଗର ବର୍ଷାୟୁଃ ବନ୍ୟ ଶାକ ବିଶେଷ — Acalypha Indica (plant)
  • ସଂ. ବି — [ଦ୍ର—ଏହାର ପତ୍ର ଏକୋତ୍ତର ଓ ପତ୍ରର ଧାର କଟା- କଟା; ଏହା ଔଷଧରେ ଲାଗେ। ଫୁଲର ତଳ ପାଖୁଡ଼ା ମୂଷାର କାନ ପରି ତଳକୁ ଝୁଲି ଥାଏ। ଏହା ବମନକାରକ, ବିରେଚକ ଓ ବାତ ଶ୍ଲେଷ୍ମ ନାଶକ; ଏହା କାଶ, ଶ୍ୱାସ, ଜ୍ୱର ଓ ବିଷ ରୋଗରେ ପ୍ରଯୁକ୍ତ ହୁଏ। ଏହାର ରସ ପାନ କଲେ କଫ ନିର୍ଗତ ହୁଏ ଓ ବମନ ହୁଏ। ଏହା ବାଟି ଗୁହ୍ୟଦେଶରେ ପ୍ରଲେପ ଦେଲେ ଶିଶୁମାନଙ୍କର ବିରୋଚନ ହୁଏ—ଦ୍ରବ୍ଯଗୁଣ।]