ମୁକ୍ତା ଫଳ Muktā phaḻa
- ସଂ. ବି (ରୂପକ) — ମୁକ୍ତା; ମୌକ୍ତିକ — Pearl
- ସଂ. ବି (ରୂପକ) — ସୀତା ଫଳ; ଆତ — The custard apple
- ସଂ. ବି (ରୂପକ) — କର୍ପୂର — Camphor
- ସଂ. ବି (ରୂପକ) — ବୋପ- ଦେବ କୃତ ଗ୍ରନ୍ଥବିଶେଷ — Name of a treatise by Bopadeba
- ସଂ. ବି (ରୂପକ) — ନଅର କୋଳି (ହି.ଶ.) (ଦେଖ) — Na-ara koḻ (See)