ମୁକ୍ତସଙ୍ଗ Muktasaṅga
- ସଂ. ବିଣ. ପୁଂ (ବହୁବ୍ରୀହି, ମୁକ୍ତ ହୋଇଅଛି ସଙ୍ଗ ବା ବିଷୟାସକ୍ତି ଯାହାଙ୍କ ଦ୍ୱାରା) — ବିଷୟ— ସଙ୍ଗତ୍ୟାଗୀ; ବିଷୟାସକ୍ତିବର୍ଜିତ — Freed from worldly attachment
- ସଂ. ବିଣ. ପୁଂ (ବହୁବ୍ରୀହି, ମୁକ୍ତ ହୋଇଅଛି ସଙ୍ଗ ବା ବିଷୟାସକ୍ତି ଯାହାଙ୍କ ଦ୍ୱାରା) — ନିଷ୍ପୃହ; ବାସନାରହିତ — Disinterested
- ବି — ପରିବାଜକ — An itinerant recluse