ମୁକ୍ତ ପବନ Mukta pabana

  • ସଂ. ବି (କର୍ମଧା; ମୁକ୍ତ+ପବନ) — ଖୋଲା ହାଉଆ; ଯେଉଁ ବାୟୁ ବହିବା ବେଳେ କିଛି ବାଧା ପାଇ ନ ଥାଏ — Free air; air Which has met with no obstruction