ମୁକୁନ୍ଦ Mukunda
- ସଂ. ବି (ସଂ. ମୁକୁମ୍=ମୋକ୍ଷ+ଦା ଧାତୁ ଦେବା+କର୍ତ୍ତୃ. ଅ; ଯେ ମୋକ୍ଷ ଦିଅନ୍ତି) — (ମୁକ୍ତିଦାତା) ବିଷ୍ଣୁ — Bishṇu
- ସଂ. ବି (ସଂ. ମୁକୁମ୍=ମୋକ୍ଷ+ଦା ଧାତୁ ଦେବା+କର୍ତ୍ତୃ. ଅ; ଯେ ମୋକ୍ଷ ଦିଅନ୍ତି) — ପାରଦ — Mercury; quicksilver
- ସଂ. ବି (ସଂ. ମୁକୁମ୍=ମୋକ୍ଷ+ଦା ଧାତୁ ଦେବା+କର୍ତ୍ତୃ. ଅ; ଯେ ମୋକ୍ଷ ଦିଅନ୍ତି) — କୁବେରଙ୍କ ନିଧି ବିଶେଷ — Name of a particular gem possessed by kubera
- ସଂ. ବି (ସଂ. ମୁକୁମ୍=ମୋକ୍ଷ+ଦା ଧାତୁ ଦେବା+କର୍ତ୍ତୃ. ଅ; ଯେ ମୋକ୍ଷ ଦିଅନ୍ତି) — କୁନ୍ଦୁରୁଖୁଟି — Gum Olibanum
- ଦେ. ବି. ପୁଂ — ଲୋକଙ୍କୁ ଦିଆଯିବା ନାମ — A name given to persons
- ଦେ. ବି. ପୁଂ — ଅଚ୍ୟୁତାନନ୍ଦଙ୍କ ଦ୍ୱାଦଶ ଶିଷ୍ୟ ମଧ୍ୟରୁ ଅନ୍ୟତମ — One of the twelve disciples of Achyutānanda Dāsa of Nemāḻa