ମୁକା ଖୁରୁଡ଼ Mukākhuruṟḍ̠a

  • ପ୍ରାଦେ. (ପୁରୀ ଜିଲ୍ଲା) ବି — ଯେଉଁ ଖୁରୁଡ଼ ନଡ଼ିଆର ଭିତର ପାଣି ଶୁଖି ନ ଥିବାରୁ ଶସ ସଢ଼େଇରୁ ଛାଡ଼ି ନ ଥାଏ ଓ ଯାହାକୁ ହଲାଇଲେ ଖଡ଼ ଖଡ଼ ବାଜେ ନାହିଁ — The cocoanut of which the kernel is not fully dried and which does not produce any sound when shaken by the hand