ମୁଆଜା ନେବା Muājā nebā

  • ଦେ. କ୍ରି — ଉଭୟ ପକ୍ଷଙ୍କ ମୁକାବିଲାରେ ବିବାଦୀୟ ବିଷୟର ପ୍ରମାଣ ଗ୍ରହଣ କରିବା — To take evidence on a disputed matter in the presence of both the parties