ମୀଳ Mīḻa

  • ସଂ. ବି — (ମୀଳ ଧାତୁ+କର୍ତ୍ତୃ.ଅ)—ବନ; ଜଙ୍ଗଲ (ହି. ଶ) — Forest
  • ସଂ. ବି — (+ଭାବ.ଅ) ମିଳନ (ଦେଖ) — Miḻana (See)