ମୀର Mīra

  • ସଂ. ବି (ମି ଧାତୁ+ସଂଜ୍ଞାର୍ଥେ ର) — ପର୍ବତ ପ୍ରାନ୍ତ — The end of a mountian
  • ସଂ. ବି (ମି ଧାତୁ+ସଂଜ୍ଞାର୍ଥେ ର) — ସମୁଦ୍ର — The sea
  • ସଂ. ବି (ମି ଧାତୁ+ସଂଜ୍ଞାର୍ଥେ ର) — ସୀମା — Boundary; limit
  • ସଂ. ବି (ମି ଧାତୁ+ସଂଜ୍ଞାର୍ଥେ ର) — ପାନୀୟ — Drink; liquid
  • ସଂ. ବି (ମି ଧାତୁ+ସଂଜ୍ଞାର୍ଥେ ର) — ଜଳ — Water