ମୀଳିତ Mīḻita

  • ସଂ. ବି (ମୀଳ୍ ଧାତୁ+କର୍ମ. ତ) — ସଙ୍କୁଚିତ; ମୁଦ୍ରିତ — Contracted; shut; closed
  • ସଂ. ବି (ମୀଳ୍ ଧାତୁ+କର୍ମ. ତ) — ଅନ୍ତର୍ହିତ — Disappeared; vanished (Apte)
  • ସଂ. ବି — କାବ୍ୟର ଅଳଙ୍କାର ବିଶେଷ — A rhetorical figure