ମୀମାଂସନ Mīmāṁsana

  • ସଂ. ବି (ମୀନ୍ ଧାତୁ+ସବ୍+ଭାବ ଅନ) — କୌଣସି ବିଷୟରେ ମୀମାଂସା କରଣ — Decision or solution of a matter
  • ସଂ. ବି (ମୀନ୍ ଧାତୁ+ସବ୍+ଭାବ ଅନ) — ତତ୍ତ୍ୱାନୁସନ୍ଧାନ — Investigation