ମୀନାଘାତୀ Mīnāghātī

  • ସଂ. ବିଣ. ପୁଂ (ମୀନ+ଆ+ହନ ଧାତୁ+କର୍ତ୍ତୃ. ଇନ୍) — ମୀନ ବଧକାରୀ — Killing fish
  • ବି — ଜାଲୁଆ; କେଉଟ — Fisherman
  • ବି — ବକପକ୍ଷୀ — The egret bird