ମୀନ ଶନି Mīna ṡani

  • ସଂ. ବି — ଜ୍ୟୋତିଷୋକ୍ତ ଯୋଗ ବିଶେଷ; ଶନିଗ୍ରହ ମୀନ— ରାଶିକୁ ସଂକ୍ରମଣ କରିବା ସମୟ; (ଏହାଦ୍ୱାରା ପୃଥିବୀରେ ଦୁର୍ଭିକ୍ଷ; ମହର୍ଗ ଆଦି ଅମଙ୍ଗଳ ଘଟେ) — The conjunction of the planet Saturn with the sign Pisces