ମୀନ ଲାଞ୍ଛନ Mīna lān̄chhana

  • ସଂ. ବି. (ବହୁବ୍ରୀହି; ମୀନ+ଲାଞ୍ଛନ=ଚିହ୍ନ) — ମଦନ; କାମ — Cupid
  • ସଂ. ବି. (ବହୁବ୍ରୀହି; ମୀନ+ଲାଞ୍ଛନ=ଚିହ୍ନ) — [ଉ—ସେ ଅବିଛନ୍ନ; ମୋର ଉଛନ୍ନ, ମୀନ ଲାଞ୍ଛନ, ବାଣେ —ଭଞ୍ଜ. ପ୍ରେମସୁଧାନିଧି।]