ମୀନ ରାଶି Mīnarāṡi

  • ସଂ. ବି. (ଜ୍ୟୋତିଷ) — ଦ୍ୱାଦଶ ରାଶି ମଧ୍ୟରୁ ଶେଷ ରାଶି (ଚୈତ୍ର ମାସରେ ସୂର୍ଯ୍ୟ ଏହି ରାଶିକୁ ସଂକ୍ରମଣ କରନ୍ତି) — The sign pisces of the zodiac
  • ସଂ. ବି. (ଜ୍ୟୋତିଷ) — (ଯଥା— ରାଶି ତଳେ ଟୀକା ଦେଖ)