ମୀନ ରଙ୍ଗ Mīna raṅga

  • ସଂ. ବି. (ମୀନ+ରନ୍କ୍; ରନ୍ଜ୍ ଧାତୁ=ବଧ କରିବା+ଅ) — ମତ୍ସ୍ୟରଙ୍କ; ମାଛରଙ୍କା ପକ୍ଷୀ — The ḳingfisher bird
  • ସଂ. ବି. (ମୀନ+ରନ୍କ୍; ରନ୍ଜ୍ ଧାତୁ=ବଧ କରିବା+ଅ) — ପାଣି କୁଆ — The small cormorant