ମୀନ ନେତ୍ରା Mīna netrā
- ସଂ. ବି. ସ୍ତ୍ରୀ (ବହୁବ୍ରୀହି; ମୀନ+ନେତ୍ର+ସ୍ତ୍ରୀ. ଆ) — ଗଣ୍ଡଦୁର୍ବା — A species of grass
- ସଂ. ବି. ସ୍ତ୍ରୀ (ବହୁବ୍ରୀହି; ମୀନ+ନେତ୍ର+ସ୍ତ୍ରୀ. ଆ) — ମତ୍ସାକ୍ଷୀ ସ୍ତ୍ରୀ — An woman with round eyes
- ସଂ. ବି. ସ୍ତ୍ରୀ (ବହୁବ୍ରୀହି; ମୀନ+ନେତ୍ର+ସ୍ତ୍ରୀ. ଆ) — କୁବେରଙ୍କ କନ୍ଯା — Name of the daughter of Kubera