ମିଷ୍ଟା ବକ୍ତା Mishṭa baktā

  • ସଂ. ବିଣ. ପୁଂ (ମିଷ୍ଟ ବକ୍ତୃ; 1 ମା. 1 ବ) — ମଧୁର ଭାଷା ବ୍ଯବହାର କାରୀ — Speaking sweetly, fairspoken; honey-tongued; speaking kindly