ମିଷ୍ଟର୍ Mishṭar

  • ବୈଦେ. ବି (ଇଂ. ମିଷ୍ଟର୍) — ସାହେବ ଓ ପାଶ୍ଚାତ୍ୟ ସଭ୍ୟତା ପ୍ରାପ୍ତ ଭାରତୀୟ ଭଦ୍ରଲୋକଙ୍କ ବଂଶୋପାଧି ପୂର୍ବରେ ବା ନାମ ପୂର୍ବରେ ଲାଗିବା ସମ୍ମାନସୂଚକ ଉପାଧି— [ଦ୍ର—ଆମଭାଷାରେ ଏ ଅର୍ଥରେ ବାବୁ ବା ଶ୍ରୀ ଲାଗେ ।] — Mister; Mr (prefixed to the name or family title of a gentleman.)
  • ବୈଦେ. ବି (ଇଂ. ମିଷ୍ଟର୍) — [ଦ୍ର—ଏହି ଶବ୍ଦକୁ ପାଶ୍ଚାତ୍ୟ ସଭ୍ୟତା ପ୍ରାପ୍ତ ଭାରତୀୟ ବ୍ଯକ୍ତିମାନେ ମଧ୍ୟ ବ୍ଯବହାର କରି ଥାଆନ୍ତି । ଏହାର ସାଙ୍କେତିକ "ମିଃ" ମଧ୍ୟ ବ୍ଯବହୃତ ହୁଏ ।]