ମିଶ୍ରେୟା Miṡreyā

  • ସଂ. ବି (ମିଶ୍ର+ଇ ଧାତୁ= ଗମନ କରିବା+ଆ) — ମଧୂରିକା; ପାନମହୁରୀ — Aniseed; Pimpinella Anisum
  • ସଂ. ବି (ମିଶ୍ର+ଇ ଧାତୁ= ଗମନ କରିବା+ଆ) — ଶତପୁଷ୍ପା; ଶଉପ — Dill seed; Anethum Harmorium Rox
  • ସଂ. ବି (ମିଶ୍ର+ଇ ଧାତୁ= ଗମନ କରିବା+ଆ) — ଏକପ୍ରକାର ଶାକ (ହି. ଶ) — A kind of pot herb