ମିଶ୍ରିତ Miṡrita
- ସଂ. ବିଣ (ମିଶ୍ର ଧାତୁ +କର୍ମ. ତ) — ମିଳିତ; ମିଶା ଯାଇଥିବା — Mixed up; compounded
- ସଂ. ବିଣ (ମିଶ୍ର ଧାତୁ +କର୍ମ. ତ) — ଏକତ୍ରୀଭୂତ — Jumbled up; gathered up
- ସଂ. ବିଣ (ମିଶ୍ର ଧାତୁ +କର୍ମ. ତ) — ଯୁକ୍ତ — Joined with
- ସଂ. ବିଣ (ମିଶ୍ର ଧାତୁ +କର୍ମ. ତ) — (ବହୁସଂଖ୍ୟା) ଯୋଗ କରାଯାଇଥିବା — Added up