ମିଶ୍ରିତା Miṡritā
- ସଂ. ବି — କୃତ୍ତିକା ଓ ବିଶାଖା ନିକ୍ଷତ୍ରଯୁକ୍ତ ସଂକ୍ରାନ୍ତିବିଶେଷ — Name of a day on which the sun passes from one Zodiac sign to another, when the asterisms of Kṛuttikā and Biṡākhā are in the latter sign
- ସଂ. ବିଣ. ସ୍ତ୍ରୀ — ମିଶ୍ରିତର ସ୍ତ୍ରୀଲିଙ୍ଗ — Feminine of Miṡrita