ମିଶ୍ର ଗୁଣନ Miṡra guṇana

  • ସଂ. ବି — (ଗଣିତ) ମିଶ୍ରରାଶିର ଗୁଣନ — (Mathematics) A compound multiplication
  • ସଂ. ବି — [ଦ୍ର—ଏହିପରି ମିଶ୍ର ଯୋଗ; ମିଶ୍ର ବିଯୋଗ; ମିଶ୍ର ହରଣ; ମିଶ୍ର ଭାଗହାରା; ମିଶ୍ର ଭଗ୍ନାଂଶ; ମିଶ୍ର ଗୁଣନ; ମିଶ୍ର ସଙ୍କଳନ; ମିଶ୍ରବ୍ଯବକଳନ ଆଦି ଶବ୍ଦ ହୁଏ ।]