ମିଶି Miṡsi

  • ସଂ. ବି (ମିସ୍ ଧାତୁ=ମାପ କରିବା+କର୍ମ ଇ, ଈ) — ଶତ ପୁଷ୍ପା; ଶଉପ — Dill seed; Pellcedanum Graveolaens
  • ସଂ. ବି (ମିସ୍ ଧାତୁ=ମାପ କରିବା+କର୍ମ ଇ, ଈ) — ଜଟାମାଂସୀ — Indian spikenard
  • ସଂ. ବି (ମିସ୍ ଧାତୁ=ମାପ କରିବା+କର୍ମ ଇ, ଈ) — ପାନମହୁରୀ — Fennel
  • ସଂ. ବି (ମିସ୍ ଧାତୁ=ମାପ କରିବା+କର୍ମ ଇ, ଈ) — ମେଥି — Fenugreek
  • ସଂ. ବି (ମିସ୍ ଧାତୁ=ମାପ କରିବା+କର୍ମ ଇ, ଈ) — ରାତ୍ରି (ହି ଶ) — Night
  • ବୈଦେ. ବି (ଫା. ମିସ୍= ତମ୍ବା; ମୀସ୍ସୀ=ତାମ୍ରଘଟିତ; ତୁଳ. ସଂ. ମସୀ) — ହୀରାକସ ଓ ତୁତିୟା ଯୋଗେ ପ୍ରସ୍ତୁତ ଦନ୍ତମଞ୍ଜନ ଗୁଣ୍ଡା — Powder of copper-sulphate and green vitriol mixed up and used as tooth-powder; a black powder used as denrifice
  • ବୈଦେ. ବି (ଫା. ମିସ୍= ତମ୍ବା; ମୀସ୍ସୀ=ତାମ୍ରଘଟିତ; ତୁଳ. ସଂ. ମସୀ) — [ଦ୍ର—ଏହାକୁ ଦାନ୍ତରେ ଘଷିଲେ ଦାନ୍ତପାଖ କୃଷ୍ଣବର୍ଣ୍ଣ ହୁଏ। ଏହା ମୁସଲମାନଙ୍କ ଅମଳରୁ ଭାରତୀୟ ନାରୀମାନେ ବ୍ଯବହାର କରିବାକୁ ଶିଖିଅଛନ୍ତି।]
  • ବୈଦେ. ବି (ଫା. ମିସ୍= ତମ୍ବା; ମୀସ୍ସୀ=ତାମ୍ରଘଟିତ; ତୁଳ. ସଂ. ମସୀ) — [ଉ—ମିଶି ଘଷିଥିବା ବିସିନୀ ଯେସନ, କରୁଥାଏ ଦନ୍ତ୍ୟବର୍ଣ୍ଣ ଉଚ୍ଚାରଣ—ରାଧାନାଥ. ଦରବାର ।]
  • ବୈଦେ. ବି (ଫା. ମିସ୍= ତମ୍ବା; ମୀସ୍ସୀ=ତାମ୍ରଘଟିତ; ତୁଳ. ସଂ. ମସୀ) — (ଇଂ. ମିସ୍) ଅବିବାହିତା ବାଳିକା; ମିସ୍ (ଦେଖ) — Mis (See)
  • ଦେ. ଅ — ଏବଂ — And
  • ଦେ. ଅ — [ଉ—କୁନ୍ଦ କର୍ବୀର ଛୁରୀ— ଅନା, ମିଶି ନାଗେଶ୍ୱର ଦୟଣା—ଭୂପତି. ପ୍ରେମଞ୍ଚାମୃତ ।]