ମିଶି ଆସିବା Miṡi āsibā

  • ଦେ. କ୍ରି — ମାରିବାକୁ ବା ଆକ୍ରମଣ କରିବାକୁ କୌଣସି ବ୍ଯକ୍ତି ଉପରେ ପଡ଼ିଲା ପରି ଅଗ୍ରସର ହେବା; ମାରିବାକୁ ଉହୁଙ୍କିବା — To set upon or charge a person (to attack him)