ମିଶାଇବା Miṡāibā
- ଦେ. କ୍ରି (ସଂ. ମିଶ୍ର ଧାତୁର ପ୍ରୟୋଜକ ରୂପ) — (ଏକାଧିକ ପଦାର୍ଥ) ମିଶ୍ରିତ କରିବା — To mix up
- ଦେ. କ୍ରି (ସଂ. ମିଶ୍ର ଧାତୁର ପ୍ରୟୋଜକ ରୂପ) — ଗୋଳାଇ ଦେବା — To adulterate; to dissolve
- ଦେ. କ୍ରି (ସଂ. ମିଶ୍ର ଧାତୁର ପ୍ରୟୋଜକ ରୂପ) — (ଗଣିତ) ରାଶିମାନଙ୍କୁ ଯୋଗ କରିବା — To add up some numbers
- ଦେ. କ୍ରି (ସଂ. ମିଶ୍ର ଧାତୁର ପ୍ରୟୋଜକ ରୂପ) — ଏକ ବସ୍ତୁକୁ ଅନ୍ଯ ବସ୍ତୁ ସଙ୍ଗେ ସଂଯୋଗ କରିବା — To join a thing with another
- ଦେ. କ୍ରି (ସଂ. ମିଶ୍ର ଧାତୁର ପ୍ରୟୋଜକ ରୂପ) — ମେଳାଇବା; ଦୁଇଟି ବନ୍ଧୁଙ୍କୁ ମିଳିତ କରାଇବା; ମେଳ କରାଇବା — To cause to meet or associate; to reconcile; to effect reconciliation between
- ଦେ. କ୍ରି (ସଂ. ମିଶ୍ର ଧାତୁର ପ୍ରୟୋଜକ ରୂପ) — କୌଣସି ବ୍ଯକ୍ତିକୁ ଆପଣା ଦଳରେ ବା ସଙ୍ଗରେ କାର୍ଯ୍ୟ କରିବାକୁ ଦେବା; ଆପଣାର ଦଳଭୁକ୍ତ କରିବା — To cause or allow a person to work or mix in one's company; to admit a person as one's colleague