ମିଶା ରୋଟୀ Miṡā roṭi

  • ଦେ. ବି. (ସଂ. ମିଶ୍ରିତ+ରୋଟିକା) — ନାନା ଶସ୍ୟର ଚୂନାରେ ପ୍ରସ୍ତୁତ ରୁଟି — Flat bread—roll made from mixed flours
  • ଦେ. ବି. (ସଂ. ମିଶ୍ରିତ+ରୋଟିକା) — ଗରମ ପାଉଁଶରେ ପୋତା ଯାଇ ସିଦ୍ଧ କରା ଯାଇଥିବା ଅଟାର ଗୋଳା; ବାଟୀ — 3. Cake-balls or bread-balls dressed by putting them inside a heap of hot ashes