ମିଶଲ Miṡal
- ବୈଦେ. ବି (ଆ. ମିସ୍ଲ୍, ମିସଲ=ନଥି) — ମକଦ୍ଦମାର ନଥି; କୌଣସି ମକଦ୍ଦମା ସମ୍ପର୍କୀୟ ସମସ୍ତ କାଗଜ ପତ୍ର — File or record of a case
- ବୈଦେ. ବି (ଆ. ମିସ୍ଲ୍, ମିସଲ=ନଥି) — ଅଦାଲତରେ ବିଚାରପତିଙ୍କ ବସିବାର ସ୍ଥାନ ବା ମଞ୍ଚ; ବିଚାରାସନ — The raised platform on which a judge takes his seat; the Bench
- ବୈଦେ. ବି (ଆ. ମିସ୍ଲ୍, ମିସଲ=ନଥି) — ଅଦାଲତ ଗୃହ — The court-house.; court
- ବୈଦେ. ବି (ଆ. ମିସ୍ଲ୍, ମିସଲ=ନଥି) — ମିସଲରେ ବସି ବିଚାରପତିଙ୍କ ବିଚାର କରିବାର ଏକ- ଥର (ଗଞ୍ଜମରେ, ହେରିଙ୍ଗୁ — Hearing)—. One sitting of a court; one hearing of a case
- ବୈଦେ. ବି (ଆ. ମିସ୍ଲ୍, ମିସଲ=ନଥି) — [ଉ—ଓକିଲ ବାବୁ ମିଶଲ୍କେ ଏକ ମୋହର୍ ଫିସ୍ ନିଅନ୍ତି]
- ବୈଦେ. ବି (ଆ. ମିସ୍ଲ୍, ମିସଲ=ନଥି) — ସ୍ୱତନ୍ତ୍ର ନାୟକଙ୍କ ଅଧୀନ ସ୍ୱତନ୍ତ୍ର ଶିଖମାନଙ୍କ ଦଳ — A number of Sikhs following a particular leader