ମିଶଲ୍ ଖରଚା Miṡal kharachā

  • ବୈଦେ. ବି — ଓକିଲ ମୁକ୍ତାରଆଦି ଅଦାଲତରେ ପକ୍ଷମାନଙ୍କ ତରଫରୁ ଉପସ୍ଥିତ ହୋଇ କାର୍ଯ୍ୟ କରିବାପାଇଁ ପକ୍ଷଠାରୁ ନେବା ଫିସ୍ — Fees taken by a pleader for attending a court