ମିଳ୍ମିଳା Miḻmiḻā

  • ଦେ. ବି — କ୍ଷୁଦ୍ର ବସନ୍ତ ରୋଗ; ବିମ୍ଫୋଟକ ରୋଗ ବିଶେଷ — Measles; ham; Morbilli; mamern; roseola
  • ଦେ. ବି — [ଦ୍ର— ପ୍ରଥମେ ଜର ହେବା ପରେ ଦେହରେ ଛୋଟ ଘିମିରି ସ୍ଫୋଟକମାନ ଏ ରୋଗରେ ବାହାରି ଯାଏ ଓ ଅଢ଼େଇ ଦିନ ପରେ ଏ ବ୍ରଣମାନ ଦେହରେ ମିଳେଇ ଯାଏ ।]