ମିଳେଇବା Miḻeibā
- ଦେ. କ୍ରି.—ମିଲ୍ ଧାତୁର ପ୍ରୟୋଜକ ରୂପ, ସକର୍ମକ) — ମିଶାଇବା — To cause to mix
- ଦେ. କ୍ରି.—ମିଲ୍ ଧାତୁର ପ୍ରୟୋଜକ ରୂପ, ସକର୍ମକ) — [ଉ—ଦଧି ମନ୍ଥନର ଶବଦ ସଙ୍ଗେ ମିଳାଇ ଗୀତ ନାଦ । ଜଗନ୍ନାଥ. ଭାଗବତ ।]
- ଦେ. କ୍ରି.—ମିଲ୍ ଧାତୁର ପ୍ରୟୋଜକ ରୂପ, ସକର୍ମକ) — ଦୁଇଜଣଙ୍କୁ ମିଳିତ କରାଇବା; ଦୁଇଜଣଙ୍କୁ ସାକ୍ଷାତ୍ କରାଇବା — To bring about a meeting between two two person
- ଦେ. କ୍ରି.—ମିଲ୍ ଧାତୁର ପ୍ରୟୋଜକ ରୂପ, ସକର୍ମକ) — ଦୁଇଜଣଙ୍କର ମେଳ କରାଇବା — To cause reconciliation between two persons
- ଦେ. କ୍ରି.—ମିଲ୍ ଧାତୁର ପ୍ରୟୋଜକ ରୂପ, ସକର୍ମକ) — ସଂଯୋଜିତ କରାଇବା — To cause to join
- ଦେ. କ୍ରି.—ମିଲ୍ ଧାତୁର ପ୍ରୟୋଜକ ରୂପ, ସକର୍ମକ) — [ଉ—ଚନ୍ଦ୍ରମା ମତିକି ମତି ମିଳାଇବି । ଭଞ୍ଜ. ପ୍ରେମସୁଧାନିଧି ।]
- ଦେ. କ୍ରି.—ମିଲ୍ ଧାତୁର ପ୍ରୟୋଜକ ରୂପ, ସକର୍ମକ) — ସାମଞ୍ଜସ୍ୟ ଘଟାଇବା — To bring about congruity or consistency
- ଦେ. କ୍ରି.—ମିଲ୍ ଧାତୁର ପ୍ରୟୋଜକ ରୂପ, ସକର୍ମକ) — ପ୍ରାପ୍ତ କରାଇବା — To cause to get
- ଦେ. କ୍ରି.—ମିଲ୍ ଧାତୁର ପ୍ରୟୋଜକ ରୂପ, ସକର୍ମକ) — (ବି+ଲୀ ଧାତୁ= ଲୀନ ହେବା; ଲୟ ପାଇବା; ଅକର୍ମକ)—ଉଭେଇ ଯିବା; ବିଲୀନ ହେବା; ଅଦୃଶ୍ୟ ହେବା — To disappear
- ଦେ. କ୍ରି.—ମିଲ୍ ଧାତୁର ପ୍ରୟୋଜକ ରୂପ, ସକର୍ମକ) — ପାଣିରେ ଲୁଣ ଆଦି ମିଶି ଯାଇ ଅଦୃଶ୍ୟ ହେବା — To be dissolved
- ଦେ. କ୍ରି.—ମିଲ୍ ଧାତୁର ପ୍ରୟୋଜକ ରୂପ, ସକର୍ମକ) — (ଉ—ଦେଖରେ ଭାଇ । ପାଣିରେ ପଥର ମିଳେଇ ଯାଇ—ଢଗ ।]
- ଦେ. କ୍ରି.—ମିଲ୍ ଧାତୁର ପ୍ରୟୋଜକ ରୂପ, ସକର୍ମକ) — (ସକର୍ମକ) ତରଳାଇବା — To cause to melt