ମିଳେଇ ଦେବା Miḻei debā

  • ଦେ. କ୍ରି—(ସକର୍ମକ) — ଦୁଇଜଣଙ୍କୁ ମେଳ କରାଇବା — To cause recociliation between two persons
  • ଦେ. କ୍ରି—(ସକର୍ମକ) — ଦୁଇଜଣଙ୍କ ଭେଟ ଘଟାଇବା — To bring out an interview between persons