ମିଳିଯିବା Miḻij̄ibā
- ଦେ. କ୍ରି — ନିଶ୍ଚିତରୂପେ ପ୍ରାପ୍ତ ହେବା — To be got at last
- ଦେ. କ୍ରି — ମିଳିତ ହେବା — To be united with
- ଦେ. କ୍ରି — ଦୁଇଜଣଙ୍କର ବିବାଦ ମୀଂମାସା ହୋଇ ସୌହାର୍ଦ୍ଦ୍ୟ ସ୍ଥାପିତ ହେବା — To be reconciled with each other
- ଦେ. କ୍ରି — ମିଳାଇଯିବା — To dissolve
- ଦେ. କ୍ରି — (ଉ—ପୂର୍ବରୁ ତ ମହୀଟି ପୋଡ଼ିଯାଇଥିବ, ଜଳଧାରା ପଡ଼ିବା କ୍ଷଣି ମିଳିଯିବ—କୃଷ୍ଣସିଂହ. ମହାଭାରତ ବନ ।)