ମିଳିମିଶି Miḻimiṡi

  • ଦେ. ଅ. — ଏକତ୍ର; ଏକାଠେଇଁ — Together
  • ଦେ. ଅ. — [ଉ— ଦୁହେଁ ମିଳିମିଶି ଘର କାମ କରନ୍ତି—ଫକୀରମୋହନ. ଛମାଣ ଆଠଗୁଣ୍ଠ]