ମିଳା ମିଶା Miḻā miṡā

  • ଦେ. ବି (ସହଚର); ମିଳ୍ ଧାତୁ ଓ ମିଶ୍ର୍ ଧାତୁ) — ମିଳ୍ ମାଳ୍; ମିଳନ — Mixing together
  • ଦେ. ବି (ସହଚର); ମିଳ୍ ଧାତୁ ଓ ମିଶ୍ର୍ ଧାତୁ) — ଆପୋଷରେ ବିବାଦର ମେଣ୍ଟନ — Reconciliation; amicable settlement of a dispute; restoration of friendly feelings