ମିଲିକ୍ୟତି Milikat

  • ଦେ. ବି—(କଚରିଆ)—(ଫା. ମିଲ୍କିୟତ୍) — ଭୂସମ୍ପତ୍ତି; ଭୂସ୍ୱତ୍ୱ — Landed property
  • ଦେ. ବି—(କଚରିଆ)—(ଫା. ମିଲ୍କିୟତ୍) — ସମ୍ପତ୍ତିରେ ସ୍ୱତ୍ୱ — Ownership; proprietory right
  • ଦେ. ବି—(କଚରିଆ)—(ଫା. ମିଲ୍କିୟତ୍) — ଜମିଦାରୀ — Zamindary