ମିର୍କିଟିଆ Mirkiṭiā

  • ଦେ. ବିଣ (ସଂ. ମର୍କଟ) — କୃଶ; କ୍ଷୀଣ — Emaciated
  • ପ୍ରାଦେ (ଗଡ଼ଜାତ) ବି — ମୃତାଶୌଚ — Impurity due to the death of a relative