ମିରିଜାଇ Mirijāi

  • ଦେ. ବି (ଫା. ମିର୍ଜାଇ) — କୁର୍ତ୍ତା — Coat
  • ଦେ. ବି (ଫା. ମିର୍ଜାଇ) — ତୁଳାଭରା କୁର୍ତ୍ତା — A cotton stuffed coat
  • ଦେ. ବି (ଫା. ମିର୍ଜାଇ) — [ଦ୍ର—ଏ କୁର୍ତ୍ତାର ପୂରା ହାତ ଥାଏ, ଏହା ବେକଠାରୁ ଅଣ୍ଟା ପର୍ଯ୍ୟନ୍ତ ଲମ୍ବିଥାଏ ଓ ଏଥିର ଦୁଇ ପାଖରୁ ଡୋରି ବନ୍ଧା ହୋଇ ଏହା ବନ୍ଦ କରାଯାଏ ।]
  • ଦେ. ବି (ଫା. ମିର୍ଜାଇ) — [ଉ—ସାଟିନ୍ର ମିରଜେଇ ତେମନ୍ତ ଭଲ ଲାଗିବ ନାହିଁ । ରାଧାନାଥ. ବିବେକୀ ।]