ମିରିକାଳି Mirikāḻi

  • ଦେ. ବି. (ସଂ. ମୃଗଳ) — ରୋହିଜାତୀୟ ଅପେକ୍ଷାକୃତ ଛୋଟ ମାଛ — A kind of fresh water fish; Chirrhina Mrigala
  • ଦେ. ବି. (ସଂ. ମୃଗଳ) — [ଦ୍ର—ଏହା ରୋହି ମାଛଠାରୁ ଲମ୍ବରେ ଛୋଟ ଓ ଏହାର କାତିର ଦାଢ଼ ଈଷତ୍ କୃଷ୍ଣ ବର୍ଣ୍ଣ।]