ମିରାସ୍ଦାର୍ Mirās-dār

  • ପ୍ରାଦେ (ଗଞ୍ଜାମ) ବୈଦେ. ବି (ଫା. ମିରାସ୍=ଉତ୍ତ— ରାଧିକାରି ରୂପେ ପ୍ରାପ୍ତ ପୈତୃକ ସମ୍ପତ୍ତି+ଦାର୍) — ଗ୍ରାମର କାନୁନଗୋ କର୍ମ କରିବା ପାଇଁ ସରକାରଙ୍କଠାରୁ ବା ରାଜାଙ୍କଠାରୁ ପୁରୁଷାନୁକ୍ରମେ ଜାଗିରି ପାଇଥିବା କର୍ମଚାରୀ; ଗ୍ରୁପ୍ କରଣ;
  • ପ୍ରାଦେ (ଗଞ୍ଜାମ) ବୈଦେ. ବି (ଫା. ମିରାସ୍=ଉତ୍ତ— ରାଧିକାରି ରୂପେ ପ୍ରାପ୍ତ ପୈତୃକ ସମ୍ପତ୍ତି+ଦାର୍) — [ଦ୍ର—ଏମାନେ ପ୍ରଜାଙ୍କଠାରୁ ରାଜସ୍ୱ ଆଦାୟ କରନ୍ତି, ଜନ୍ମ ମୃତ୍ୟୁ ତାଲିକା ରଖନ୍ତି ଗ୍ରାମର ରାଜ— କୀୟ କର୍ମ ଓ ହିସାବ ଲେଖାଲେଖି କରନ୍ତି] — A hereditary village Kanungo in the district of Ganjam in Orissa