ମିର ଜାଫର Mir jāphar
- ବୈଦେ. ବି. ନାମ — ଇଂରେଜଙ୍କ ଦ୍ୱାରା ମନୋନୀତ ବଙ୍ଗ ଦେଶର ପ୍ରଥମ ନବାବ — Name of a Nawab of Bengal
- ବୈଦେ. ବି. ନାମ — [ଦ୍ର—ଏହାଙ୍କୁ ଇଷ୍ଟ୍ ଇଣ୍ଡିଆ କମ୍ପାନୀଙ୍କ ସେନାପତି କ୍ଳାଇବ୍ ସିରାଜ୍ଉଦ୍ଦୌଲାଙ୍କ ପରେ ବଙ୍ଗଳାର ନବାବ କରିଥିଲେ। ଏ ଇଂରାଜମାନଙ୍କୁ ସିରାଜୁଦୌଲାଙ୍କ କଲିକତା ଅବରୋଧ ପାଇଁ କ୍ଷତିପୂରଣ ସ୍ୱରୂପ 1 କୋଟି 70 ଲକ୍ଷ ଟଙ୍କା ଦେଲେ। ପରେ ଏ ଡଚ୍ମାନଙ୍କ ସଙ୍ଗେ ଇଂରେଜଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ ଓ ଇଂରାଜମାନେ ଏହାଙ୍କୁ ସିଂହାସନ ଚ୍ୟୁତ କଲେ ଏବଂ ଏହାଙ୍କ ଜୋଇଁ ମିର୍ କସିମ୍ଙ୍କୁ ନବାବ କଲେ। ପରେ ଇଂରାଜିଙ୍କ ସଙ୍ଗରେ ମିର୍ କାଶିମଙ୍କର ଯୁଦ୍ଧ ହେବାରୁ ଇଂରାଜମାନେ ପୁଣି ମିର୍ ଜାଫରଙ୍କୁ ନବାବ କଲେ ଓ ଖ୍ରୀ 1765 ରେ ଏହାଙ୍କୁ ମୃତ୍ୟୁ ହେବାରୁ ଏହାଙ୍କର ଅନ୍ତର ପୁଅ ନାଜମ୍ଉଦୌଲା ବଙ୍ଗର ନବାବ ହେଲେ। ପ୍ରୋଥେରୋଇତିହାସ।] — [ଦ୍ର—ଏହାଙ୍କୁ ଇଷ୍ଟ୍ ଇଣ୍ଡିଆ କମ୍ପାନୀଙ୍କ ସେନାପତି କ୍ଳାଇବ୍ ସିରାଜ୍ଉଦ୍ଦୌଲାଙ୍କ ପରେ ବଙ୍ଗଳାର ନବାବ କରିଥିଲେ ଏ ଇଂରାଜମାନଙ୍କୁ ସିରାଜୁଦୌଲାଙ୍କ କଲିକତା ଅବରୋଧ ପାଇଁ କ୍ଷତିପୂରଣ ସ୍ୱରୂପ1କୋଟି70ଲକ୍ଷ ଟଙ୍କା ଦେଲେ ପରେ ଏ ଡଚ୍ମାନଙ୍କ ସଙ୍ଗେ ଇଂରେଜଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ ଓ ଇଂରାଜମାନେ ଏହାଙ୍କୁ ସିଂହାସନ ଚ୍ୟୁତ କଲେ ଏବଂ ଏହାଙ୍କ ଜୋଇଁ ମିର୍ କସିମ୍ଙ୍କୁ ନବାବ କଲେ ପରେ ଇଂରାଜିଙ୍କ ସଙ୍ଗରେ ମିର୍ କାଶିମଙ୍କର ଯୁଦ୍ଧ ହେବାରୁ ଇଂରାଜମାନେ ପୁଣି ମିର୍ ଜାଫରଙ୍କୁ ନବାବ କଲେ ଓ ଖ୍ରୀ1765ରେ ଏହାଙ୍କୁ ମୃତ୍ୟୁ ହେବାରୁ ଏହାଙ୍କର ଅନ୍ତର ପୁଅ ନାଜମ୍ଉଦୌଲା ବଙ୍ଗର ନବାବ ହେଲେ ପ୍ରୋଥେରୋଇତିହାସ]