ମିମନ୍ଥିଷା Mimaṅthishā

  • ସଂ. ବି (ମନ୍ଥ୍ ଧାତୁ+ସନ୍ ବା ଇଚ୍ଛାର୍ଥେ. ଦ୍ୱିତ୍ୱ+ଭାବ. ଆ) — ମନ୍ଥନ କରିବା ଇଚ୍ଛା — A wish to churn
  • ସଂ. ବି (ମନ୍ଥ୍ ଧାତୁ+ସନ୍ ବା ଇଚ୍ଛାର୍ଥେ. ଦ୍ୱିତ୍ୱ+ଭାବ. ଆ) — ବଧ ବା ବିନାଶ କରିବା ଇଚ୍ଛା — A wish to destroy or kill