ମିଦ୍ (ଧାତୁ) Mid (root)
- ସଂ. — ଗର୍ବିତ ହେବା — To be proud
- ସଂ. — ବିନୀତ ହେବା — To be humble
- ସଂ. — ସ୍ନିଗ୍ଧ ବା ତୈଳଯୁକ୍ତ ହେବା — To be oily or smooth
- ସଂ. — ଦ୍ରବ ହେବା; ଗଳିତ ହେବା — To be melted; to be liquefied
- ସଂ. — ତୈଳ ବୋଳିବା — To anoint with oil
- ସଂ. — ସ୍ନେହ କରିବା — To love
- ସଂ. — କୋମଳ ହେବା — To be softened