ମିଥ୍ୟୋତ୍ତର Mithyottara
- ସଂ. ବି. (କର୍ମଧା) (ମକଦ୍ଦମା ବା ଅଭିଯୋଗ ସମ୍ବନ୍ଧେ) — ଚତୁର୍ଦ୍ଧା ଉତ୍ତର ବା ଜବାବ ମଧ୍ୟରୁ ଗୋଟିଏ; ଫାଙ୍କି ଜବାବ (ଯଥା—ବାଦୀଙ୍କ ଉକ୍ତି ମିଥ୍ୟା, ମୁଁ ଏହା ଜାଣେ ନାହିଁ; ମୁଁ ଏହା କରିନାହିଁ; ମୁଁ ସେଠାରେ ନ ଥିଲି; ଏହିପରି ଉତ୍ତର) — A reply embodying a denial of the plaintiff's claim