ମିଥ୍ୟା ସାକ୍ଷି Mithyā sākshi

  • ଗ୍ରା. ବି (ସଂ. ମିଥ୍ୟା ସାକ୍ଷୀ) — ଯେଉଁ ସାକ୍ଷୀ ମିଛ କଥା କହେ — A lying witness; a perjured witness
  • ଗ୍ରା. ବି (ସଂ. ମିଥ୍ୟା ସାକ୍ଷୀ) — ମିଥ୍ୟା ସାକ୍ଷୀ — False evidence; perjury