ମିଥ୍ୟା ବାଦୀ Mithyā bādī

  • ସଂ. ବିଣ. ପୁଂ (ମିଥ୍ୟାବାଦ+ଇନ୍; 1 ମା. 1 ବ) — ମିଛୁଆ — Lying
  • ସଂ. ବି — ମିଛୁଆ ବ୍ଯକ୍ତି — A liar